Plus two 1st Year History ଇତିହାସର ଅର୍ଥ ଓ ପ୍ରାସଙ୍ଗିକତା Question Answer
ଇତିହାସର ଅର୍ଥ ଓ ପ୍ରାସଙ୍ଗିକତା
ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡିକ ମଧ୍ୟରୁ ସଠିକ ଉତ୍ତରଟି ବାଛି ଲେଖ
୧. ଗ୍ରୀକ ଶବ୍ଦ ହିଷ୍ଟୋରିଆ ର ଅର୍ଥ କଣ ?
କ. ଅନୁଶାସନ ଖ. ଅନୁସନ୍ଧାନ ଗ. ଜିଜ୍ଞାସା ଘ. ପରୀକ୍ଷା କରିବା
୨. ଇତିହାସର ଜନକ କିଏ ?
କ. ହେରୋଡୋଟସ ଖ. ଥୁସିଡାଇଡେସ ଗ. ଆରିଷ୍ଟୋଟଲ ଘ. ଗୋଲିବିୟଶଃ
୩. ଇତିହାସର ପ୍ରଥମ ପରିଭାଷା କିଏ ପ୍ରଦାନ କରିଥିଲେ ?
କ. ରୋମୀୟମାନେ ଖ. ଗ୍ରୀକମାନେ ଗ. ସୁମେରୀୟମାନେ ଘ. ମିଶରୀୟମାନେ
୪. ଇତିହାସ ହେଉଛି ଅତୀତର ମନୁଷ୍ୟମାନଙ୍କର କାର୍ଯ୍ୟକଳାପର ବୈଜ୍ଞାନିକ ବିଶ୍ଳେଷଣ ଏକଥା କିଏ କହିଥିଲେ ?
କ. କାର୍ଲଇଲ ଖ. ହେରୋଡୋଟସ ଗ. ଥୁସିଡାଇଡେସ ଘ. ଆରିଷ୍ଟୋଟଲ
୫. ଇତିହାସ ବା History ଶବ୍ଦଟି କେଉଁ ଶବ୍ଦରୁ ଆସିଅଛି ?
କ. ହିଷ୍ଟୋରୀକା ଖ. ହିଷ୍ଟୋରିଆ ଗ. ହିଷ୍ଟୋଗ୍ରାଫ ଘ. ହିଷ୍ଟୋଗ୍ରାମ
୬. ଇତିହାସ ହେଉଛି ମାନବ ସ୍ୱାଧୀନତାର ମୁକ୍ତ କାହାଣୀ ଏହା କିଏ କହିଥିଲେ ?
କ. ହେରୋଡୋଟସ ଖ. ଆରିଷ୍ଟୋଟଲ ଗ. ଥୁସିଡାଇଡେସ ଘ. ଲର୍ଡ଼ ଆକଟନ
୭. ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଟିରହିଥିବା ଇତିହାସ ହିଁ ଶ୍ରେଣୀ ସଂଘର୍ଷର ଇତିହାସ ଏହା କିଏ କହିଥିଲେ ?
କ. କାର୍ଲମାର୍କ୍ସ ଖ. ହେରୋଡୋଟସ ଗ. ଲର୍ଡ଼ ଆକଟନ ଘ. ହିଗଲେ
୮. ସମସ୍ତ ଇତିହାସ ହେଉଛି ଚିନ୍ତନର ଇତିହାସ ଏହା କିଏ କହିଥିଲେ ?
କ. କାର୍ଲମାର୍କ୍ସ ଖ. ହେରୋଡୋଟସ ଗ. ଆର.ଜି.କଲିଙ୍ଗଉଡ଼ ଘ. ୱିଲିଅଟ
୯. " ଇତିହାସ କଣ " ପୁସ୍ତକ କିଏ ରଚନା କରିଥିଲେ ?
କ. ଇ.ଏଚ.କାର ଖ. ହେରୋଡୋଟସ ଗ. ଆର.ଜି.କଲିଙ୍ଗଉଡ଼ ଘ. ୱିଲିଅଟ
୧୦. ଇତିହାସ ହେଉଛି ମାନବ ସଭ୍ୟତାର _______ ଅଧ୍ୟୟନ ।
କ. ଉନ୍ନତିର ଖ. ପ୍ରଗତିର ଗ. କାହାଣୀର ଘ. ଘଟଣାର
୧୧. ପୃଥିବୀର ଆଦିମାନବ କିଏ ?
କ. ଆଦାମ ଖ. ଲୁଇ ଖ. ରୁଷ ଘ. ଆଦାନି
୧୨. ପଞ୍ଚମ ବେଦ କାହାକୁ କୁହାଯାଏ ?
କ. ଭୂଗୋଳ ଖ. ସାହିତ୍ୟ ଗ. ଇତିହାସ ଘ. ଦର୍ଶନଶାସ୍ତ୍ର
୧୩. ଅର୍ଥଶାସ୍ତ୍ର କିଏ ରଚନା କରିଥିଲେ ?
କ. ଚାଣକ୍ୟ ଖ. କୌଟିଲ୍ୟ ଗ. ଆରିଷ୍ଟୋଟଲ ଘ. ଉଭୟ କ ଓ ଖ
୧୪. ସାଧାରଣତଃ ପୃଥିବୀ ଇତିହାସ ହେଉଛି ସମୟ ମଧ୍ୟରେ ଶକ୍ତିର ପରିପ୍ରକାଶ ଏହା କିଏ କହିଥିଲେ ?
କ. ଉଲିୟମ ଫ୍ରେଡରିକ ହିଗଲେ ଖ. ହେରୋଡୋଟସ ଗ. ଆର.ଜି.କଲିଙ୍ଗଉଡ଼ ଘ. ୱିଲିଅଟ
ଗୋଟିଏ ବାକ୍ୟରେ ଉତ୍ତର ଦିଅ
୧. ଇତିହାସ (History) କେଉଁ ଶବ୍ଦରୁ ଆସିଅଛି ?
ଉତ୍ତର : ହିଷ୍ଟୋରିଆ
୨. ଇତିହାସର ଜନକ କିଏ ?
ଉତ୍ତର : ହେରୋଡୋଟସ
୩. ପେଲପୋନେସୀୟ ଯୁଦ୍ଧ ପୁସ୍ତକ କିଏ ରଚନା କରିଥିଲେ ?
ଉତ୍ତର : ଥୁସିଡାଇଡେସ
୪. କିଏ କହିଥିଲେ " ଇତିହାସ ହେଉଛି ଅପରିବର୍ତ୍ତିତ ଅତୀତର ଏକ ବିବରଣୀ " ?
ଉତ୍ତର : ଆରିଷ୍ଟୋଟଲ
୫. " ଇତିହାସ ହେଉଛି ବିଖ୍ୟାତ ଯୋଦ୍ଧା, ଶାସକ, କଳାକାର ତଥା ପେୟାଗମ୍ବର ଆଦି ବିଶିଷ୍ଟ ବ୍ୟକ୍ତିମାନଙ୍କ ଅଧ୍ୟୟନ " ଏହା କିଏ କହିଥିଲେ ?
ଉତ୍ତର : ଥମାସ କାର୍ଲଇଲ
୬. " ଇତିହାସ ହେଉଛି ବିଜ୍ଞାନ - କିଛି କମ ବା ବେଶୀ ନୁହଁ " କିଏ କହିଥିଲେ ?
ଉତ୍ତର : ବରୀ
୭. " ସମସ୍ତ ଇତିହାସ ହେଉଛି ଚିନ୍ତନର ଇତିହାସ " ବୋଲି କିଏ କହିଥିଲେ ?
ଉତ୍ତର : ଆର.ଜି.କଲିଙ୍ଗଉଡ଼
୮. କିଏ ଅତୀତକୁ ଅଧ୍ୟୟନ କରି ବର୍ତ୍ତମାନର ପଥ ମଧ୍ୟ ନିର୍ଦ୍ଧାରଣ କରିଥଏ ?
ଉତ୍ତର : ଇତିହାସ
୯. ଇତିହାସକୁ " ସଂକୀର୍ଣ୍ଣ ଶଯ୍ୟା " ବୋଲି କିଏ କହିଛନ୍ତି ?
ଉତ୍ତର : ହେନେରୀ ଫୋର୍ଡ଼
୧୦. ଇ. ଏଚ. କାର କେଉଁ ପୁସ୍ତକ ରଚନା କରିଥିଲେ ?
ଉତ୍ତର : ଇ. ଏଚ. କାର " ଇତିହାସ କଣ " ପୁସ୍ତକ ରଚନା କରିଥିଲେ
୧୧. ଇତିହାସର ଆଧୁନିକ ପରିଭାଷା କିଏ ନିରୂପଣ କରିଥିଲେ ?
ଉତ୍ତର : ପ୍ରଫେସର ଇ. ଏଚ. କାର
୧୨. ଇତିହାସ କହିଲେ କଣ ବୁଝ ?
ଉତ୍ତର : ଇତିହାସ ହେଉଛି ମାନବ ସଭ୍ୟତାର ପ୍ରଗତିର ଅଧ୍ୟୟନ
୧୩. କୌଟିଲ୍ୟ କେଉଁ ପୁସ୍ତକ ରଚନା କରିଥିଲେ ?
ଉତ୍ତର : ଅର୍ଥଶାସ୍ତ୍ର
୧୪. ମନୁଷ୍ୟ ଇତିହାସ ପଢିବା ଦ୍ୱାରା କଣ ଲାଭ କରେ ?
ଉତ୍ତର : ଆନନ୍ଦ
୧୫. କାହାକୁ ପଞ୍ଚମ ବେଦ କୁହାଯାଏ ?
ଉତ୍ତର : ଇତିହାସ କୁ ପଞ୍ଚମ ବେଦ କୁହାଯାଏ
ଶୂନ୍ୟସ୍ଥାନ ପୂରଣ କର
କ. ଥୁସିଡାଇଡେସଙ୍କ ବିଖ୍ୟାତ ପୁସ୍ତକ ହେଉଛି ____
ଉତ୍ତର : ପେଲପୋନେସୀୟ ଯୁଦ୍ଧ
୨. ଇତିହାସ ଶବ୍ଦ ଗ୍ରୀକ ଶବ୍ଦ _____ ରୁ ଆସିଅଛି
ଉତ୍ତର : ହିଷ୍ଟୋରିଆ
୩. ଆଦାମ (ଆଦିମନବ) ଠାରୁ ____ ପର୍ଯ୍ୟନ୍ତ ମାନବର ସମସ୍ତ ପ୍ରଗତିକୁ ଲିପିବଧକରି ରଖିଛି ଇତିହାସ
ଉତ୍ତର : ଆଟମ ବା ପରମାଣୁ
୪. ହେନେରୀ ଫୋର୍ଡ଼ ଙ୍କ ଭାସ୍ୱରଟିଏ ଇତିହାସ ହେଉଛି ଏକ ସଂକୀର୍ଣ୍ଣ _____
ଉତ୍ତର : ଶଯ୍ୟା
୫. ଇତିହାସକୁ _____ ବେଦ କୁହାଯାଇଥାଏ
ଉତ୍ତର : ପଞ୍ଚମ
୬. ଧର୍ମ ଶାସ୍ତ୍ର ____ ର ଏକ ଅଂଶ
ଉତ୍ତର : ଇତିହାସ
୭. ଅର୍ଥଶାସ୍ତ୍ର ର ଲେଖକ ହେଉଛନ୍ତି _____
ଉତ୍ତର : ଚାଣକ୍ୟ ବା କୌଟିଲ୍ୟ ବା ବିଷ୍ନୁଗୁପ୍ତ
୮. ଇତିହାସ ହେଉଛି ବିଜ୍ଞାନ କମ କିମ୍ବା ବେଶୀ ନୁହେଁ ବୋଲି ____ କହିଥିଲେ
ଉତ୍ତର : ବରୀ
୯. ବିଭିନ୍ନ ସ୍ୱାଧୀନତା ସଂଗ୍ରାମ ବିଷୟରେ _____ କହିଥାଏ
ଉତ୍ତର : ଇତିହାସ
୧୦. ବର୍ତମାନ ଓ ଅତୀତ ମଧ୍ୟରେ ଇତିହାସ ଏକ ସଂଯୋଗର ସେତୁ ବୋଲି ___ କହିଛନ୍ତି
ଉତ୍ତର : ଟି ଏସ ୱିଲିୟତ
୧୧. ପୃଥିବୀ ଇତିହାସ ସମୟ ମଧ୍ୟରେ ଶକ୍ତିର ପରିପ୍ରକାଶ ବୋଲି ___ କହିଥିଲେ
ଉତ୍ତର : ଫ୍ରେଡରିକ ହିଗେଲ
୧୨. ଇତିହାସ ମାନବ ସ୍ୱାଧୀନତାର ମୁକ୍ତ କାହାଣୀ ବୋଲି ____ କହିଛନ୍ତି
ଉତ୍ତର : ଲର୍ଡ଼ ଆକଟନ
୧୩. ଇତିହାସ ବିଖ୍ୟାତ ଯୋଦ୍ଧା ଶାସକ ଇତ୍ୟାଦିଙ୍କର ଜୀବନୀର ଅଧ୍ୟୟନ ବୋଲି ___ କହିଛନ୍ତି
ଉତ୍ତର : ଥମାସ କାର୍ଲଇଲ
୧୪. ଇତିହାସ _____ ଦେଶରୁ ସୃଷ୍ଟି ହୋଇଥିଲା
ଉତ୍ତର : ପ୍ରାଚୀନ ଗ୍ରୀକ
Comments
Post a Comment