About ଓଡ଼ିଆ Plus
ନମସ୍କାର
ଓଡ଼ିଆ ପ୍ଲୁସ ଡିଜିଟାଲ ମିଡ଼ିଆ ଆପଣଙ୍କୁ ସ୍ୱାଗତ ଜଣାଉଛି । ଏଠାରେ ଆପଣ ଆପଣଙ୍କ ଭାଷା ମାନେ ଓଡ଼ିଆରେ ସମସ୍ତ ସୂଚନା ପାଇପାରିବେ । ଶିକ୍ଷା, ସୂଚନା, ବିଜ୍ଞାନ, ନିଯୁକ୍ତି, ସାହିତ୍ୟ, ଭ୍ରମଣ, ରୋଜଗାର, ମନୋରଞ୍ଜନ ଇତ୍ୟାଦି ସମସ୍ତ ଧାରା ପ୍ରବାହ ଆପଣ ଏଠାରେ ଉପଲବ୍ଧ କରିପାରିବେ । ସମସ୍ତ ଧାରା ପ୍ରବାହ ଯେମିତି ଉତ୍କୃଷ୍ଟ ହୋଇପାରିବ ଓ ଆପଣଙ୍କ ଠାରେ ପହଁଞ୍ଚିବି ତାହା ଆମର ପ୍ରତିଜ୍ଞା ଅଟେ । ଆପଣଙ୍କ ସୁଭାଶିର୍ବାଦ ଆମର ଅତ୍ୟନ୍ତ କାମ୍ୟ ଅଟେ । ଆସନ୍ତୁ ସମସ୍ତେ ମିଶି ଆମ ଭାଷା ସମସ୍ତଙ୍କୁ ପହଁଞ୍ଚାଇବା ।
ଧନ୍ୟବାଦ !!!
ଓଡ଼ିଆ Plus
Comments